
- ଭୋଟ୍ ଗଣତି ଆରମ୍ଭ, ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍ର ଗଣତି ଚାଲିଛି
- ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଭୋଟ୍ ଗଣତି ଆରମ୍ଭ
- ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଚାଲିଛି
- ଓଡ଼ିଶାରେ ୬୩ଟି କେନ୍ଦ୍ରରେ ଏକ ସଙ୍ଗେ ଆରମ୍ଭ ହୋଇଛି ଭୋଟ୍ ଗଣତି
- ଓଡ଼ିଶାରେ ୨୧ଟି ଲୋକସଭା ଆସନ ଓ ୧୪୬ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ୍ ଗଣତି। ପାଟକୁରା ବିଧାନସଭା ଆସନରେ ନିର୍ବାଚନ ହୋଇନି।
from Odisha Reporter http://bit.ly/2waMDnh
No comments:
Post a Comment