
କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବଗି ଛାଡ଼ି ଚାଲିଗଲା ମାଲ୍ବାହୀ ଟ୍ରେନ୍। ବ୍ରଜରାଜନଗରରୁ ପଶ୍ଚିମବଙ୍ଗର କୋଲାଘାଟ ଯାଉଥିବା ମାଲ୍ବାହୀ ଟ୍ରେନ୍ ଧାରୁଆଡିହି-ବାମରା ଷ୍ଟେସନର କୁଅଁରମାଲ ନିକଟରେ ୫ଟି ବଗି ଛାଡ଼ି ଚାଲିଯାଇଥିଲା। କିଛି ଦୂର ଯିବା ପରେ ଜାଣିପାରିଥିଲେ ଟ୍ରେନର ଡ୍ରାଇଭର ଜାଣିବାକୁ ପାଇଥିଲେ। ପରେ ପଛକୁ ଫେରି ପୁଣି ୫ଟି ବଗିକୁ ସଂଯୋଗ କରି ଆଗକୁ ବଢ଼ିଥିଲା ଟ୍ରେନ।
ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି।
from Odisha Reporter http://bit.ly/2JPLIAF
No comments:
Post a Comment