
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୟପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରବି ନନ୍ଦ ଆଗୁଆ ଅଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀ ପତି ପଛରେ ରହିଛନ୍ତି।
ଅନ୍ୟପକ୍ଷରେ ବଣ୍ଟାବାଞ୍ଜି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ଆଗୁଆ ଅଛନ୍ତି।
ଆଜି ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇ ଭୋଟ୍ ଗଣତି ଚାଲିଥିବା ବେଳେ କେବଳ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଛି। ଏଠାରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି।
from Odisha Reporter http://bit.ly/2VM9eRg
No comments:
Post a Comment