ବିଳମ୍ୱରେ ଛାଡ଼ିବ ଧଉଳି ଓ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବିଳମ୍ୱରେ ଛାଡ଼ିବ ଧଉଳି ଓ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌

train1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ବରେ ପୁରୀ ଛାଡ଼ିବ ପୁରୀ-ହାୱାଡା ଧଉଳି ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଟ୍ରେନ୍‌। ଆଜି ଦିନ ୧୧ଟା ୩୫ରେ ଛାଡ଼ିବାକୁ ଥିବା ପୁରୀ-ହାୱାଡା ଧଉଳି ସନ୍ଧ୍ୟା ୭ଟା ୩୦ରେ ପୁରୀରୁ ଛାଡ଼ିବ। ସେହିପରି ଆଜି ରାତି ୮ଟା ୫୦ ମିନିଟ୍‌ରେ ଛାଡ଼ିବାକୁ ଥିବା ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ରାତି ୨ଟା ୩୦ରେ ପୁରୀରୁ ଛାଡ଼ିବ।

ବାତ୍ୟା ‘ଫନି’ରେ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଯାହାଫଳରେ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।



from Odisha Reporter http://bit.ly/2JmWPSa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages