ବାପପୁଅ ପଛରେ ଚାଲିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ବାପପୁଅ ପଛରେ ଚାଲିଛନ୍ତି

niranjan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ନିର୍ବାଚନରେ ପିସିସି ସଭାପତି ଦୁଇଟି ବିଧାନସଭା ଆସନ- ଘସିପୁରା ଓ ଭଣ୍ଡାରୀପୋଖରୀରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ବି ନିର୍ବାଚନ ଜିତୁଛନ୍ତି। ତାଙ୍କ ପୁଅ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ଦିନ ୧୨ଟା ପର୍ଯ୍ୟନ୍ତ ଯାହା ସୂଚନା ମିଳିଛି, ସେହି ଅନୁସାରେ ବାପପୁଅ ପଛରେ ଚାଲିଛନ୍ତି।

ଘସିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଆଗରେ ରହିଥିବା ବେଳେ ଭଣ୍ଡାରୀପୋଖରୀରେ ପ୍ରଫୁଲ ସାମଲ ଆଗରେ ରହିଛି। ଆରମ୍ଭରୁ ଏଦୁହେଁ ନିରଞ୍ଜନଙ୍କ ଠାରୁ ଆଗରେ ଅଛନ୍ତି।

ବାଲେଶ୍ୱରରେ ନବଜ୍ୟୋତି ପଛରେ ଅଛନ୍ତି। ତାଙ୍କ ନମ୍ବର ୩ରେ ରହୁଛି। ଏଠାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ତଥା ସାଂସଦ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ଗଣତିରେ ଦୁହେଁ ଆଗପଛ ହେଉଛନ୍ତି।

ଅନ୍ୟପକ୍ଷରେ ନିରଞ୍ଜନଙ୍କ ଭାଇ ତଥା ଖଣ୍ଡପଡ଼ାର ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗରେ ଚାଲିଛନ୍ତି।



from Odisha Reporter http://bit.ly/2JUZwd0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages