ମୋଦି ଡାକିଲେ ଜରୁରୀ କ୍ୟାବିନେଟ୍‌ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ମୋଦି ଡାକିଲେ ଜରୁରୀ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ: ଭୋଟ ଗଣତି ଜାରି ରହିଥିବା ବେଳେ ଏନ୍‌ଡିଏ ସରକାରରେ ମଧ୍ୟ ହଲଚଲ ଆରମ୍ଭ ହୋଇଯାଇଛି। ଚଳିତ ଥର ପୁଣିଥରେ ଏନ୍‌ଡିଏ କ୍ଷମତା ଦଖଲ କରିବ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏଥିପାଇଁ ବିଜେପି ଶିବିରରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।

ଆଜି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଭେଟିବେ। ଏହାପରେ ଆସନ୍ତାକାଲି ମୋଦି ଜରୁରୀ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି। ବୈଠକର କାରଣ ସମ୍ପର୍କରେ ଜଣାପଡ଼ି ନଥିଲେ ହେଁ ପରବର୍ତ୍ତୀ ସରକାର ଗଠନ ସମ୍ପର୍କରେ ଏଥିରେ ଆଲୋଚନା ହେବ ବୋଲି କୁହାଯାଉଛି।



from Odisha Reporter http://bit.ly/30GLj9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages