ପୁଣି ଓଡ଼ିଶାରେ ବିଜେଡି ସରକାର ଗଠନ କରିବ: ପ୍ରଫୁଲ୍ଲ ଘଡେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ପୁଣି ଓଡ଼ିଶାରେ ବିଜେଡି ସରକାର ଗଠନ କରିବ: ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏଥର ଜାତୀୟ ରାଜନୀତିରେ ଦୃଶ୍ୟପଟ ବଦଳିବ। କୌଣସି ଜାତୀୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ ଘଡେଇ। ଘଡେଇ କହିଛନ୍ତି, ଗତଥର ଅପେକ୍ଷା ଏଥର ଲୋକସଭାରେ ବିଜେପିକୁ କମ୍ ଆସନ ମିଳିବ। ଫଳରେ ସରକାର ଗଠନ ପାଇଁ ଆଞ୍ଚଳିକ ଦଳ ନିର୍ଣ୍ଣାୟକ ଭୂମିକା ନେବେ।

ସେପଟେ ଏକଜିଟ୍ ପୋଲ ଆକଳନକୁ ନେଇ ଘଡେଇ କହିଛନ୍ତି, ରାଜ୍ୟର ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ ସହ ସରକାର ଗଠନ କରିବାରେ ସଫଳ ହେବ। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ସେହିଭଳି ରାଜ୍ୟର ୨୧ ଲୋକସଭା ସିଟ୍‌ରୁ ଅଧିକାଂଶ ବିଜେଡି ଖାତାକୁ ଯିବ ବୋଲି କହିଥିଲେ ବି, ସବୁଠି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହୋଇଥିବା କହିଛନ୍ତି ଘଡେଇ।



from Odisha Reporter http://bit.ly/2Wl4pmB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages