
ନୂଆଦିଲ୍ଲୀ: ଦେଶର ୫୪୨ ଲୋକସଭା ଆସନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗଣତି ଜାରି ରହିଛି। ବର୍ତ୍ତମାନର ୫୪୨ଟି ଯାକ ଲୋକସଭା ଆସନର ଟ୍ରେଣ୍ଡକୁ ଯଦି ବିଚାରକୁ ନେବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୩୨୨ଟି ଆସନରେ ଆଗରେ ରହୁଛି। ଅର୍ଥାତ ୨୦୧୪ ତୁଳନାରେ ଏନ୍ଡିଏ ୩୦ଟି ଆସନ ପଛରେ ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୧୧ଟି ଆସନରେ ଆଗରେ ରହିଛି। ଅର୍ଥାତ ଦଳ ୨୦୧୪ ତୁଳନାରେ ୪୬ଟି ଆସନ ଆଗରେ ରହିଛି। ଅଣ କଂଗ୍ରେସ ଓ ଅଣ ବିଜେପି ଦଳଗୁଡ଼ିକ ୧୦୯ଟି ଆସନରେ ଆଗରେ ରହିଛନ୍ତି। ୨୦୧୪ରେ ଅନ୍ୟାନ୍ୟ ଦଳ ୧୨୫ଟି ଆସନ ପାଇଥିଲେ।
from Odisha Reporter http://bit.ly/2Qjo14K
No comments:
Post a Comment