ନରାଜରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ନରାଜରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କଟକ (ଓଡ଼ିଶା ରିପୋର୍ଟର): ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଇଞ୍ଜିନିୟରି ଛାତ୍ର ବୁଡ଼ି ଯାଇଛନ୍ତି। ସେ ହେଉଛନ୍ତି ଝାରଖଣ୍ଡର ଭିକି କୁମାର। ସେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଏକ ଇଞ୍ଜିନିୟରିଂ ସ୍କୁଲରେ ପାଠ ପଢ଼ୁଥିଲେ।

ଆଜି ଭିକି ତାଙ୍କର ୪ ଜଣ ସାଙ୍ଗଙ୍କ ସହ କଟକର ନରାଜ ମହାନଦୀ ଆନିକଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ନଦୀ ସୁଅରେ ଭାସି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ। ମାତ୍ର ଭିକି କୂଳକୁ ଫେରି ନଥିଲେ। ଏ ନେଇ ଭିକିଙ୍କ ସାଙ୍ଗମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଭିକିଙ୍କୁ ଖୋଜୁଛନ୍ତି। ବର୍ତ୍ତମାନ ସୁଦ୍ଧା ନିଖୋଜ ଛାତ୍ରଙ୍କର କୌଣସି ପତ୍ତା ମିଳିପାରି ନାହିଁ।



from Odisha Reporter http://bit.ly/2Qoyg7V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages