ବିଶାଳ ବ୍ୟବଧାନରେ ହାରିଲେ କହ୍ନେୟା କୁମାର, ଜିତିଲେ ଗିରିରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ବିଶାଳ ବ୍ୟବଧାନରେ ହାରିଲେ କହ୍ନେୟା କୁମାର, ଜିତିଲେ ଗିରିରାଜ

ବେଗୁସରାଇ: ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିବା ଛାତ୍ର ନେତା କହ୍ନେୟା କୁମାର ପରାସ୍ତ ହୋଇଛନ୍ତି। ତାଙ୍କୁ ବିଜେପିର ହେଭିୱେଟ୍‌ ତଥା ଅଭିଜ୍ଞ ଗିରିରାଜ ସିଂହ ବୃହତ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗିରିରାଜ ସିଂହଙ୍କ ୬୦୩୫୨୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସିପିଆଇରୁ ପ୍ରାର୍ଥୀ ହୋଇଥିବା କହ୍ନେୟା କୁମାର ୨୩୬୧୩୩ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସେହିପରି ଆରଜେଡି ପ୍ରାର୍ଥୀ ତନୱର ହାସନ୧୭୭୦୬୦ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଠାରେ ନୋଟାରେ ୧୮୧୮୮ ଖଣ୍ଡ ଭୋଟ ପଡ଼ିଛି। ଗିରିରାଜଙ୍କ ଭୋଟ୍‌ ପ୍ରତିଶତ ୫୬.୧୫% ଥିବା ବେଳେ କହ୍ନେୟା କୁମାରଙ୍କ ଭୋଟ ଭାଗ ୧୬.୪୭% ରହିଥିଲା।



from Odisha Reporter http://bit.ly/2VY2Taj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages