ଆସନ୍ତାକାଲି ଇସ୍ତଫା ଦେବେ ରାହୁଲ ଗାନ୍ଧି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଆସନ୍ତାକାଲି ଇସ୍ତଫା ଦେବେ ରାହୁଲ ଗାନ୍ଧି!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେଇପାରନ୍ତି। ଆସନ୍ତାକାଲି କଂଗ୍ରେସର ୱାର୍କିଂ କମିଟି ବୈଠକ ବସିବ। ଏହି ସମୟରେ ରାହୁଲ ଗାନ୍ଧିଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ତାଙ୍କ ଇସ୍ତଫାପତ୍ର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଇଥିଲେ।

ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ବରଂ ଇସ୍ତଫା ପ୍ରସଙ୍ଗରେ ୱାର୍କିଂ କମିଟି ନିଷ୍ପତ୍ତି ନେବ ବୋଲି କହିଥିଲେ। କଂଗ୍ରେସର ଲଜ୍ଜାଜନକ ପ୍ରଦର୍ଶନ ସହ ରାହୁଲ ଗାନ୍ଧି ମଧ୍ୟ ଆମେଠି ଆସନରୁ ବୃହତ ୫୪ ହଜାର ଭୋଟ୍‌ ବ୍ୟବଧାନରେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଆମେଠି ଗାନ୍ଧି ପରିବାରର ଗଡ଼ ଥିବା ବେଳେ ସେଠାରେ ରାହୁଲଙ୍କ ପରାଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।



from Odisha Reporter http://bit.ly/2X5c6dx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages