ମୋଦିଙ୍କ ବିଜୟକୁ ପକୋଡ଼ା ଛାଣି ମନାଇଲେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ମୋଦିଙ୍କ ବିଜୟକୁ ପକୋଡ଼ା ଛାଣି ମନାଇଲେ କଙ୍ଗନା

ନୂଆଦିଲ୍ଲୀ: ଅନେକ ବଲିଉଡ୍‌ କଳାକାରଙ୍କ ଭଳି କଙ୍ଗନା ରାଣାୱତ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବିଶାଳ ବିଜୟ ପାଇଁ ଉତ୍ସବ ମନାଇଛନ୍ତି। ମୋଦିଙ୍କ ବିଜୟ ଖବର ପାଇବା ପରେ କଙ୍ଗନା ଘରଲୋକଙ୍କୁ ନିଜ ହାତରେ ରାନ୍ଧି ଖାଇବାକୁ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ପ୍ରଥମେ ନିଜ ଘରେ ପକୋଡ଼ା ଛାଣି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ।

ସେ ପକୋଡ଼ା ଛାଣିବା ବେଳର ଏକାଧିକ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ କଙ୍ଗନା ପକୋଡ଼ା ଛାଣିବା ସହ ଘର ଲୋକଙ୍କ ସହ ମିଶି ଏହାକୁ ଖାଉଥିବାର ଦେଖିବାକୁ ମିଳିଛି। ରଙ୍ଗୋଲି ଚାଣ୍ଡେଲ ନାମକ କଙ୍ଗନାଙ୍କ ଜଣେ ବନ୍ଧୁ ଏହି ଫଟୋକୁ ସୋଶାଲ ମିଡ଼ିଆରେ ଛାଡ଼ିଛନ୍ତି।



from Odisha Reporter http://bit.ly/2K3qnnw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages