ମାଓବାଦୀ ନାଁରେ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ଶୋଭାଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ମାଓବାଦୀ ନାଁରେ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ଶୋଭାଯାତ୍ରା

ମୁନିଗୁଡ଼ା(ଓଡ଼ିଶା ରିପୋର୍ଟର):ମାଓବାଦୀ ନାଁରେ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ଶୋଭାଯାତ୍ରା। ସୁରକ୍ଷା ସମିତି ସଭ୍ୟ ଦାଧି କାଡ୍ରାକାଙ୍କୁ ମାଓବାଦୀ କେସରେ ମୁନିଗୁଡା ପୁଲିସ ଗିରଫ କରିବା ପ୍ରତିବାଦରେ ଆଜି ମୁନିଗୁଡାଠାରେ ଶତାଧିକ ଡଙ୍ଗରିଆ ବିକ୍ଷୋଭ କରିଛନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରାରେ ଆସି ଥାନା ଆଗରେ ବିକ୍ଷୋଭ କରିଛନ୍ତି ।

ପରେ ସ୍ଥାନୀୟ ଏସଡିପିଓ ଚନ୍ଦ୍ରଶେଖର ହୋତାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ମୁନିଖୋଲ ହାଟପଦାରୁ ଲିଙ୍ଗରାଜ ଅଜାଦଙ୍କ ନେତୃତ୍ୱରେ ଉକ୍ତ ଶୋଭାଯାତ୍ରା ବାହାରି ଥିବା ବେଳେ ସେଥିରେ ପ୍ରଫୁଲ ସମନ୍ତରା, ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା, ଦାଧି ପୁସିକା ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2EAvGqW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages