କ୍ରମାଗତ ବଢୁଛି ଦାଗି ନେତାଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

କ୍ରମାଗତ ବଢୁଛି ଦାଗି ନେତାଙ୍କ ସଂଖ୍ୟା

assemble
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଅଧିକ ଦାଗୀ ନେତା। ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବା ୬୭ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ୬୭ ଜଣଙ୍କ ଭିତରୁ ୪୯ ଜଣଙ୍କ ବିରୋଧରେ ସାଂଘାତିକ ଅପରାଧ ମାମଲା ରହିଛି। ଅର୍ଥାତ ୩୪ ପ୍ରତିଶତ ବିଧାୟକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ସଙ୍ଗିନ ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।
ଏଥର ୨ ନିର୍ବାଚିତ ବିଧାୟକଙ୍କ ନାଁରେ ହତ୍ୟା ମାମଲା ରହିଥିବା ବେଳେ ୧୧ ଜଣ ବିଧାୟକ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ। ବିଜେଡିରୁ ନିର୍ବାଚିତ ୧୧୨ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା ଓ ୩୩ ଜଣ ସାଂଘାତିକ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ରହିଛି। ସେହିପରି ବିଜେପିର ୨୩ରୁ ୧୪ ଜଣ ବିଧାୟକ ଦାଗୀ ହୋଇଥିବା ବେଳେ ୧୦ ଜଣଙ୍କ ବିରୋଧରେ ରହିଛି ସାଂଘାତିକ ଅପରାଧ ମାମଲା।


from Odisha Reporter http://bit.ly/2KcuZYe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages