ପୁରୁଣା ରେକର୍ଡ଼ ଭାଙ୍ଗିଲା ୧୯ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ପୁରୁଣା ରେକର୍ଡ଼ ଭାଙ୍ଗିଲା ୧୯ ନିର୍ବାଚନ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦେଶରେ ରେକର୍ଡ ମତଦାନ ହୋଇଛି। ପୂର୍ବରୁ ହୋଇଥିବା ସମସ୍ତ ସାଧାରଣ ନିର୍ବାଚନର ମତଦାନ ହାରର ରେକର୍ଡ ଚଳିତ ବର୍ଷ ଭାଙ୍ଗିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ପିଟିଆଇ ଏହି ତଥ୍ୟ ଦେଇଛି।

ସୋମବାର ସକାଳ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରୁ ମିଳିଥିବା ସୂଚନାକୁ ଭିତ୍ତିକରି ପିଟିଆଇ ତଥ୍ୟ ଦେଇଛି ଯେ, ଚଳିତ ନିର୍ବାଚନରେ ସର୍ବାଧିକ ୬୭.୧୧ ପ୍ରତିଶତ ମତଦାନ ହୋଇଛି।  ଅର୍ଥାତ୍‌ ଏଥର ନିର୍ବାଚନରେ ୯୧ କୋଟି ମତଦାତା ଭୋଟ୍‌ ଦେଇଛନ୍ତି।

୨୦୧୪ରେ ୬୬.୪୦ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୦୯ରେ ୫୬.୯ ପ୍ରତିଶତ ମତଦାନ ହୋଇଥିଲା।



from Odisha Reporter http://bit.ly/2WiRL7n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages