
ବାରିପଦା(ମାଣିକ ଲାଲ ପାଣି):ମୋବାଇଲ ଟର୍ଚ୍ଚରେ ଖାତା ଦେଖା। ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମପିସି ଅଟୋନମସ କଲେଜରେ ବିଦ୍ୟୁତ୍ ସରବରାହ ବ୍ୟାହତ ଯୋଗୁଁ ମୋବାଇଲ ଟର୍ଚ୍ଚରେ ହେଲା ଯୁକ୍ତଦୁଇ ଖାତା ଦେଖା।
ଝଡ଼ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ ଚାଲିଯିବା ପରେ ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାର ହୋଇଥିଲା । ବହୁ ସମୟ ଧରି ବିଦ୍ୟୁତ୍ ନ ଆସିବାରୁ ଅଧ୍ୟାପକ ଅଧ୍ୟାପିକା ନିଜ ନିଜ ମୋବାଇଲ ଲାଇଟରେ ଖାତା ଦେଖୁଥିବା ଦେଖିବାକୁ ମିଳିଛି।
from Odisha Reporter http://bit.ly/2E7Dd0i
No comments:
Post a Comment