ଆକାଶ ମାର୍ଗରୁ ସୁଟିଂ ହେଲା ହଜାରେ ପିଲା କୁମ୍ଫୁ କରୁଥିବା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଆକାଶ ମାର୍ଗରୁ ସୁଟିଂ ହେଲା ହଜାରେ ପିଲା କୁମ୍ଫୁ କରୁଥିବା ଭିଡିଓ

ମୁମ୍ବାଇ: ଫିଲ୍ମ ପରଦାରେ କୁମ୍ଫୁ ବା କରାଟେ ଅଧିକ ଲୋକପ୍ରିୟ ହେବାର ଆପଣ ଜାଣିଥିବେ। ଆଜିକା ଦୁନିଆରେ କୁମ୍ଫୁ ବା କରେଟେକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ପାଗଳାମୀ ଦେଖିବାକୁ ମିଳୁଛି। ଆପଣ ଜାଣିଥିବେ ଯେ ଚୀନ୍‌ରେ ,ଏହା ସବୁଠାରୁ ଅଧିକ ଲୋକପ୍ରିୟ।

‘ବିବିସି ଆର୍ଥ’ BBC Earth ଏହାକୁ ନେଇ ଏକ ଭିଡ଼ିଓ ସେୟାର୍ କରିଛନ୍ତି। ଭିଡ଼ିଓରେ ଚୀନ୍ର ଏକ କୁମ୍ଫୁ ସ୍କୁଲ୍‌ରେ ପିଲାମାନେ କିପରି ଏକାଠି ହୋଇ ପ୍ରସ୍ତୁତି କରୁଛନ୍ତି, ତାର ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓ ଆକାଶମାର୍ଗରୁ ସୁଟିଂ କରାଯାଇଛି। ଏହି ଭିଡିଓ ଆପଣ ଦେଖିଲା ପରେ କୌଣସି ଫିଲ୍ମରୁ କମ୍ ବୋଲି ଭାବିବେ ନାହିଁ।

ହଜାର ହଜାର୍ ପିଲା ସଠିକ୍ ତାଳମେଳ ରଖି ଏହା କରୁଥିବା ଦେଖାଯାଉଛନ୍ତି। ୧ ମିନିଟ୍ର ଏହି ଭିଡିଓ ଆପଣ ଦେଖିଲା ପରେ ଲୋମ ଟାଙ୍କୁରି ଉଠିବ ନିଶ୍ଚୟ। ଭିଡିଓରେ ପିଲାମାନେ କେତେବେଳେ ଗୋଲାକର ତ କେତେବେଳେ ଲମ୍ବାକୃତି ଆଉ କେତେବେଳେ ଏକାଠି ହେଉଯାଉଛନ୍ତି ତ କେତେବେଳେ ଚାରିଆଡ଼େ ଖେଳାଇ ହୋଇ କୁମ୍ଫୁ କରୁଥିବା ଦେଖାଯାଉଛନ୍ତି।

ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ନାହିଁ ଯେ, ପିଲାମାନେ ଏହିପରି କରୁଛନ୍ତି। ଯେପରି ରିମୋଟ୍ ଚିପିଲେ ଏହି ସବୁ ହେବାପରି ଆପଣଙ୍କୁ ଲାଗିବ। ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ୍ ହେବାରେ ଲାଗୁଛି।

ଦେଖନ୍ତୁ ଭିଡିଓ..



from Odisha Reporter http://bit.ly/2LELAXd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages