ସାମାନ୍ୟ କମିଲା ପେଟ୍ରୋଲ ଓ ଡିଜେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ସାମାନ୍ୟ କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୁରୁବାର ପେଟ୍ରେଲ ଓ ଡିଜେଲର ମୂଲ୍ୟ ହ୍ରାସ ହୋଇଛି। ଦିଲ୍ଲୀ, ମୁମ୍ୱାଇ ଓ ଚେନ୍ନାଇରେ ପେଟ୍ରୋଲ ୬ ପଇସା ହ୍ରାସ ହୋଇଥିବା ବେଳେ କୋଲକାତାରେ ୭ ପଇସା ହ୍ରାସ ହୋଇଛି । ସେହିପରି ଦିଲ୍ଲୀ ଏବଂ ଚେନ୍ନାଇରେ ଡିଜେଲର ଦାମ ୫ ପଇସା ଏବଂ କୋଲକତା ଓ ମୁମ୍ୱାଇରେ ୬ ପଇସା ହ୍ରାସ ହୋଇଛି।
ଭୁବନେଶ୍ୱରରେ ପେଟ୍ରେଲ ଓ ଡିଜେଲ ଦର ୬ ପଇସା କମିଛି। ପେଟ୍ରୋଲ ୭୨ ଟଙ୍କା ୧ ପଇସା ହୋଇଥିବା ବେଳେ ଡିଜେଲ ୭୧ ଟଙ୍କା ୪୪ ପଇସା ରହିଛି।
ଗତକାଲି ରୋଷେଇ ପାଇଁ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ବଢ଼ିଥିବା ବେଳେ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିବାରୁ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।


from Odisha Reporter http://bit.ly/2ZMa4kd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages