ଦେଖନ୍ତୁ କାନ୍ସର ପ୍ରଥମ ଦିନର ଝଲକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଦେଖନ୍ତୁ କାନ୍ସର ପ୍ରଥମ ଦିନର ଝଲକ୍‌

ମୁମ୍ବାଇ: ଆଜିଠୁ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ। ଏହା ହେଉଛି କାନ୍ସର ୭୨ ତମ ସଂସ୍କରଣ । ୧୯୪୬ରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାନ୍ସ ପ୍ରତି ବର୍ଷ  ଆୟୋଜିତ ହେଉଛି । ଏହି ଫେଷ୍ଟିଭାଲ  ୧୧ ଦିନ ଧରି ଅର୍ଥାତ  ମଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଚଳିତବର୍ଷ କାନ୍ସରେ ଭାରତ ପକ୍ଷରୁ ଐଶ୍ୱର୍ଯ୍ୟା ରାୟ, ଦୀପିକା ପାଦୁକୋନ, ସୋନମ କପୁର, କଙ୍ଗନା ରଣାଓ୍ଵତ, ମଲ୍ଲିକା ସେରାୱତ ଓ ପ୍ରଥମ କରି ହୀନା ଖାନ୍ ଓ ଡାୟେନା ପେଣ୍ଟି ପ୍ରମୁଖ ଭାଗ ନେବେ ।
ତେବେ ଭାରତୀୟଙ୍କ ପାଇଁ ନିରାଶର କଥା ହେଉଛି ୯ ବର୍ଷରେ ପ୍ରଥମଥର ପାଇଁ କୌଣସି ଭାରତୀୟ ଫିଲ୍ମ ପୁରସ୍କାର ଦୌଡ଼ରେ ନାହିଁ । ୨୫ ମଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ସାରା ବିଶ୍ୱର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକଙ୍କ ଭିଡ଼ ଜମିବ। ଏହି ଅବସରରେ ବିଭିନ୍ନ ଭାଷାରେ ୫୩ ଫିଲ୍ମ ପ୍ରଦର୍ଶିତ ହେବ।
ତେବେ ଚାଲନ୍ତୁ ଦେଖିବା କାନ୍ସର ପ୍ରଥମ ଦିନର କିଛି ଝଲକ୍‌।



from Odisha Reporter http://bit.ly/2WQvWt7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages