ବଲାଙ୍ଗିରରେ ସଙ୍ଗୀତା ଓ ଢେଙ୍କାନାଳରେ ରୁଦ୍ର ଆଗରେ ଚାଲିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ବଲାଙ୍ଗିରରେ ସଙ୍ଗୀତା ଓ ଢେଙ୍କାନାଳରେ ରୁଦ୍ର ଆଗରେ ଚାଲିଛନ୍ତି

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଥିବା ୨୧ଟି ଲୋକସଭା ଆସନରୁ ୨ଟି ଆସନରେ ଦଳ ଆଗରେ ଚାଲିଛି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଚାଲିଛନ୍ତି। ସେହିପରି ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗରେ ଚାଲିଛନ୍ତି।

ବୀରମହାରାଜପୁର ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳା ଆଗରେ ଚାଲିଛନ୍ତି।

ସେହିପରି ସାରା ଦେଶରେ ୫୪୨ଟି ଲୋକସଭା ଆସନରୁ ୩୨୦ଟିରେ ୧୯୬ଟି ଆସନରେ ବିଜେପି ଓ ଏହାର ମେଣ୍ଟ ଦଳ ଆଗରେ ଚାଲିଥିବା ବେଳେ କଂଗ୍ରେସ ଓ ଏହାର ମେଣ୍ଟ ଦଳ ୬୩ଟି ଆସନରେ ଆଗୁଆ ଚାଲିଛନ୍ତି।



from Odisha Reporter http://bit.ly/2VL1DTc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages