ବିଜେଡିର ଲୋକସଭା ଆସନ ସଂଖ୍ୟା କମିବ: ପ୍ରଫୁଲ୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ବିଜେଡିର ଲୋକସଭା ଆସନ ସଂଖ୍ୟା କମିବ: ପ୍ରଫୁଲ୍ଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏକଜିଟ୍ ପୋଲ୍ର ଆକଳନକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଜନାଦେଶ ରହିବ। ବିଜେଡିର ଲୋକସଭା ସଂଖ୍ୟା କିଛି ହ୍ରାସ ହେବ।  କିନ୍ତୁ ଆଗରେ ରହିବ।

ତେବେ ନିର୍ଦ୍ଦିଷ୍ଟ ସଂଖ୍ୟା ନେଇ ପ୍ରଶ୍ନ ହେବାରୁ ଏହା କହିହେବନି ବୋଲି ପ୍ରଫୁଲ୍ଲ କହିଛନ୍ତି। ତେବେ ବିଜେଡି ତଳକୁ ବିଜେପି ରହିବ। ବିଧାନସଭାରେ ବିଜେଡି ଗତଥର ଭଳି ସ୍ଥିତି ବଜାୟ ରଖିବ। ଓଡ଼ିଶାବାସୀ ନବୀନଙ୍କ ସପକ୍ଷରେ ଅଛନ୍ତି ଓ ଭୋଟ୍ ଦେଇଛନ୍ତି। ସ୍ପ୍ଲିଟ୍ ଅଫ୍ ଭୋଟ୍ ଗ୍ରାମାଞ୍ଚଳରେ ସମ୍ଭବ ନୁହେଁ, ସହରାଞ୍ଚଳରେ ହୋଇ ଥାଇପାରେ ବୋଲି ପ୍ରଫୁଲ୍ଲ କହିଛନ୍ତି।



from Odisha Reporter http://bit.ly/2wenJmt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages