ପଛରେ ଚାଲିଛନ୍ତି ପିସିସି ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ପଛରେ ଚାଲିଛନ୍ତି ପିସିସି ସଭାପତି

niranjan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଦୁଇଟି ଯାକ ଆସନରେ ପଛରେ ଚାଲିଛନ୍ତି। ଉଭୟ ଘସିପୁରା ଓ ଭଣ୍ଡାରିପୋଖରୀରେ ସେ ପଛରେ ଚାଲିଛନ୍ତି। ଘସିପୁରାରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଗରେ ଅଛନ୍ତି। ସେହିଭଳି ଭଣ୍ଡାରିପୋଖରୀରେ ବିଜେପି ପ୍ରାର୍ଥୀ ପ୍ରଫୁଲ୍ଲା ସାମଲ ପ୍ରାର୍ଥୀ ହୋଇଛନ୍ତି। 



from Odisha Reporter http://bit.ly/2YEEq6M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages