ଜୟାପ୍ରଦା ପଛରେ, ଆଜମ ଖାନ୍‌ ଆଗରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଜୟାପ୍ରଦା ପଛରେ, ଆଜମ ଖାନ୍‌ ଆଗରେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ ହେଉଛି ରାମପୁର। ଏଠାରେ ବିଜେପି ଅଭିନେତ୍ରୀ ଜୟାପ୍ରଦାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଏସ୍‌ପି ଓ ସପା ମେଣ୍ଟ ପକ୍ଷରୁ ଆଜମ ଖାନ୍‌ ପ୍ରାର୍ଥୀ ହୋଇଛନ୍ତି।

ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ଆଜମ ଖାନ୍‌ ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜମ ଖାନ୍‌ ବର୍ତ୍ତମାନ ସୁଦ୍ଧା ୪୩,୬୪୪ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଜୟାପ୍ରଦା ୪୧,୪୩୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅର୍ଥାତ ଜୟା ପ୍ରଦାଙ୍କ ଠାରୁ ଆଜମ ଖାନ୍‌ ପାଖାପାଖି ୨ ହଜାର ଭୋଟ୍‌ ଆଗରେ ରହିଛନ୍ତି।



from Odisha Reporter http://bit.ly/2HwM2mj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages