ନାର୍କୋଟିକ୍ସ ବୋର୍ଡକୁ ନିର୍ବାଚିତ ହେଲେ ଭାରତର ଜଗଜିତ ପଭଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ନାର୍କୋଟିକ୍ସ ବୋର୍ଡକୁ ନିର୍ବାଚିତ ହେଲେ ଭାରତର ଜଗଜିତ ପଭଡିଆ

ଜାତିସଂଘ: ଚାଇନାର ପ୍ରାର୍ଥୀଙ୍କୁ ବହୁ ବ୍ୟବଧାନରେ ହରାଇ ପୁଣି ଥର ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି ଭାରତର ପ୍ରାର୍ଥୀ ଜଗଜିତ ପଭଡିଆ। ଜାତିସଂଘର ଅର୍ଥନୀତି ଏବଂ ସାମିଜକ ପରିଷଦ ଦ୍ୱାରା ଏହି ନିର୍ବାଚନ ହୋଇଥିଲା।

ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ନାରକୋଟିକ୍ସ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଜଗଜିତଙ୍କ ସପକ୍ଷରେ ୪୪ଟି ଭୋଟ ପଡ଼ିଥିଲା। ସେହିପରି ଚାଇନାର ହାଓ ଓ୍ୱେଇଙ୍କ ସପକ୍ଷରେ ପ୍ରଥମ ପର୍ଯ୍ୟାୟରେ ୨୨ଟି ଭୋଟ ପଡ଼ିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ଭୋଟ ପଡିଥିଲା। ତେବେ ଜିତିବା ପାଇଁ ଆବଶ୍ୟକ ୨୮ଟି ଭୋଟ ଅପେକ୍ଷା ଭାରତର ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ପାଇଥିଲେ। ଫଳରେ ଜଗଜିତ ପଭଡିଆ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡର ୫ ଜଣିଆ ସଦସ୍ୟ ମଧ୍ୟରେ ସ୍ଥାନ ପାଇଛନ୍ତି।



from Odisha Reporter http://bit.ly/2DXhOGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages