ଭୟଙ୍କର ହେଉଛି ‘ଫୋନି’: ଉତ୍ତର ପୁରୀ ଓ ଦକ୍ଷିଣ ରମ୍ଭା ମଧ୍ୟରେ କରିବ ଲ୍ୟାଣ୍ଡଫଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଭୟଙ୍କର ହେଉଛି ‘ଫୋନି’: ଉତ୍ତର ପୁରୀ ଓ ଦକ୍ଷିଣ ରମ୍ଭା ମଧ୍ୟରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ସାମୁଦ୍ରିକ ଝଡ ବାତ୍ୟା ‘ଫୋନି’ ଏବେ ଧୀରେଧୀରେ ଓଡ଼ିଶାର ନିକଟତର ହେବାରେ ଲାଗିଛି। ‘ଫୋନି’ ଯେତିକି ପାଖେଇ ଆସୁଛି ବର୍ଷାର ପରିମାଣ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ବର୍ତ୍ତମାନ ‘ଫୋନି’ ପୁରୀ ଠାରୁ ୨୦୦ କିମି ଦୂର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ମୁହାଁଇଥିବା ଫୋନି ଆସନ୍ତାକାଲି ସକାଳ ୮ଟାରୁ ୧୦ ମଧ୍ୟରେ ସ୍ଥଳ ଭାଗ ଛଇଁବ। ଉତ୍ତର ପୁରୀ ଓ ଦକ୍ଷିଣ ରମ୍ଭା ମଧ୍ୟରେ ‘ଫୋନି’ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ଏଥିରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହେବ ବୋଲି IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସେ କହିଛନ୍ତି-“ଫୋନିର ପୁରୀର ପାର୍ଶ୍ୱବର୍ତ୍ତୀ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପଡ଼ିବ। ବହୁ କ୍ଷତିଗ୍ରସ୍ତ ହେବାର ରହିଛି।”

  • ପୁରୀଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ଫୋନି
  • ଘଣ୍ଟାକୁ ୧୭ କିିମି ବେଗରେ ଓଡ଼ିଶା ମୁହାଁ ହେଉଛି ଫୋନି

 



from Odisha Reporter http://bit.ly/2UVOC8T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages