ନଦୀରେ ଗାଧଉଥିବା ବେଳେ ବୁଡ଼ିଯାଇ ୨ ସାଙ୍ଗଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ନଦୀରେ ଗାଧଉଥିବା ବେଳେ ବୁଡ଼ିଯାଇ ୨ ସାଙ୍ଗଙ୍କ ମୃତ୍ୟୁ

ଯାଜପୁର(ଗୁଲାମ ଗସ୍‌):ଯାଜପୁର ସଦର ଥାନା ଅନ୍ତର୍ଗତ ବୈତରଣୀ ନଦୀର ରୁଡ଼ିଆ ଆନିକଟ ନିକଟରେ ଗାଧୋଉଥିବା ବେଳେ ବୁଡିଯାଇ ୨ଜଣ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସ୍ଥାନୀୟ ଯାଜପୁର ମୁନସିପାଲଟି ଅଞ୍ଚଳର ମହମ୍ମଦ ଅନୱର ହୋଦା (୨୦) ଏବଂ ସେକ ମୋଯସମ (୨୬) ।

ଆଜି  ୫ ଜଣ ଯୁବକ ସାଙ୍ଗ ହୋଇ ଗାଧୋଇବା ପାଇଁ ବୈତରଣୀ ନଦୀର ରୁଡ଼ିଆସ୍ଥିତ ଆନିକଟକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ବୁଡିଯାଇଥିଲେ । ଅନ୍ୟ ୩ ଜଣ ସାଙ୍ଗ ଆସି  ଦମକଳ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ସେଠାରେ ପହଞ୍ଚି  ଖୋଜାଖୋଜି କରିବା ପରେ ୨ଜଣଙ୍କ  ମୃତଦେହକୁ ସେଠାରୁ ଉଦ୍ଧାର କରାଯାଇଥିଲା।



from Odisha Reporter http://bit.ly/2Vyz2VX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages