ଚଣ୍ଡିଗଡ଼: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚଣ୍ଡିଗଡ଼ ସ୍ଥିତ ସେକ୍ଟର ୧୭ରେ ଥିବା ବ୍ରାଞ୍ଚରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ବେଳେ ବ୍ୟାଙ୍କ ମଧ୍ୟରେ ୨୨ ଜଣ କର୍ମଚାରୀ ଥିଲେ। ତେବେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ବ୍ୟାଙ୍କରେ ନିଆଁ ଲାଗି କ’ଣ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ିନାହିଁ।
from Odisha Reporter http://bit.ly/2IfHOif
No comments:
Post a Comment