ବରଯାତ୍ରୀରେ ଏହିଭଳି ନାଗିନ୍ ଡ୍ୟାନ୍ସ ଆପଣ କେବେ ଦେଖିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 13, 2019

ବରଯାତ୍ରୀରେ ଏହିଭଳି ନାଗିନ୍ ଡ୍ୟାନ୍ସ ଆପଣ କେବେ ଦେଖିଛନ୍ତି କି?

ମୁମ୍ବାଇ: ନାଗିନ୍ ଡ୍ୟାନ୍ସ ବିନା ଭାରତୀୟ ବାହାଘର ଅଧା ବୋଲି ଆପଣ ଜାଣିଥିବେ। ଆପଣ ଯଦି କୌଣସି ବାହାଘରରେ ଯୋଗ ଦେଇଥିବେ ବା ବରଯାତ୍ରୀ ଯାଇଥିବେ ନାଗିନ୍ ଡ୍ୟାନ୍ସ ତ ନିହାତି ଭାବେ ନାଚିଥିବେ। ତେବେ ଆପଣଙ୍କୁ ଆମେ ଆଜି ଏକ ନାଗିନ୍ ଡ୍ୟାନ୍ସ ଦେଖାଇବୁ, କେଉଁ ଜାଗାରେ ବି ଏହିଭଳି ଡ୍ୟାନ୍ସ ଆପଣ କେବେ ଦେଖି ନଥିବେ। ଆଉ ଥରେ ଏହି ଡ୍ୟାନ୍ସ ଦେଖିଲା ପରେ ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ।

ଭିଡିଓକୁ ଜଣେ ୟୁଜର ନିଜ ଟ୍ୱିଟର୍ ପେଜ୍ରେ ସେୟାର୍ କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ, ଘୋଡ଼ା ଉପରେ ବର ବସିଛନ୍ତି। ଆଉ ବର ଆଗରେ ବ୍ୟକ୍ତି ଜଣକ ବସି ନାଗିନ୍ ଡ୍ୟାନ୍ସ କରୁଛନ୍ତି। ଆଉ ସେ ଏପରି ନାଗିନ୍ ଡ୍ୟାନ୍ସ କରୁଛନ୍ତି, ଯାହାକୁ ତାଙ୍କ ନାଗିନ ଡ୍ୟାନ୍ସ ଷ୍ଟାଇଲ ଥିଲା ନିଆରା। ଆପଣ କେବେ କେଉଁ ବାହାଘର ବା ପାର୍ଟିରେ ଏହା ଦେଖି ନଥିବେ।

ଏହି ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ‘ନାଗିନ୍ ଡ୍ୟାନ୍ସ ବିନା ଭାରତୀୟ ବାହାଘର ବୋରିଙ୍ଗ୍, କିନ୍ତୁ ଏହା ଏକ ଅଲଗା ସ୍ତରର ଡ୍ୟାନ୍ସ’। ଏହି ଟ୍ୱିଟ୍ରେ ଅନେକ ରିଟ୍ୱିଟ୍ ମଧ୍ୟ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି ‘କ୍ଲାସ୍ ୫ରେ ହିଁ ଏହିଭଳି ସାଙ୍ଗ ସହ ବନ୍ଧୁତା ଭାଙ୍ଗିଦେବା ଦରକାର’। ଆଉଜଣେ ଲେଖିଛନ୍ତି ଯେ, ‘ଏବେ ଇଏ କ’ଣ ବରକୁ ଚୋଟ ମାରିବ’। ଏହିଭଳି ମଜାଦାର୍ କମେଣ୍ଟ ସବୁ ଏହି ଭିଡ଼ିଓରେ ଆସିବାକୁ ଲାଗିଛି।

ତେବେ ଭିଡ଼ିଓ ଦେଖନ୍ତୁ, ଆଉ ହସି ହସି ବେଦମ ହୁଅନ୍ତୁ….



from Odisha Reporter http://bit.ly/30ieP5l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages