ଏକଜିଟ୍ ପୋଲ୍ ଫଳାଫଳ ଆସିବା ପରେ ଶେଆର ମାର୍କେଟ୍‌ ଗରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଏକଜିଟ୍ ପୋଲ୍ ଫଳାଫଳ ଆସିବା ପରେ ଶେଆର ମାର୍କେଟ୍‌ ଗରମ

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପରେ ଶେଆର ମାର୍କେଟ୍‌ରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବହୁମତ ମିଳୁଥିବା ଭବିଷ୍ୟବାଣୀ ହେବା ପରେ ମାର୍କେଟ୍‌ରେ କାରବାର ବୃଦ୍ଧି ହୋଇଛି। ୨୦୧୪ ପରି ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ପ୍ରାୟ ଏକଜିଟ୍‌ ପୋଲ୍‌ ଆକଳନ କରିଛନ୍ତି।

ଆଜି ସେୟାର ମାର୍କେଟ୍‌ରେ କାରବାର ଆରମ୍ଭରୁ ଉଭୟ Nifty ଏବଂ Sensex ରେ ଉତ୍ସାହ ଜନକ ରହିଛି। Sensex ପ୍ରଥମ ସେସନ୍‌ରେ ୯୬୨ ପଏଣ୍ଟ୍‌ ବୃଦ୍ଧି ପାଇଛି।  ସେହିପରି Nifty ମଧ୍ୟ ୨୦୩ ପଏଣ୍ଟ ବୃଦ୍ଧିରୁ କାରବାର ଆରମ୍ଭ କରିଛି।

ସେହିପରି ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।  ୟୁଏସ୍ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯ ପଇସା ବୃଦ୍ଧି ପାଇଛି।



from Odisha Reporter http://bit.ly/2EeFO8D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages