
ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଶୋଷ ଥାନା ଅନ୍ତର୍ଗତ କୁସଟିକିରି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଶୁକ ଖଣ୍ଡେଇ ଓରଫ ଖୁକା(୪୫)।
ଆଜି ସକାଳ ପ୍ରାୟ ୫ଟା ବେଳେ ସେ ନିକଟସ୍ଥ ସାଳନ୍ଦୀ ନଦୀକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଖୁକାଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2LtOT3x
No comments:
Post a Comment