ବହୁ ଆଗରେ ଚାଲିଛି ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ବହୁ ଆଗରେ ଚାଲିଛି ବିଜେଡି

BJDBJP

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଦିନ ୧୨ଟା ସୁଦ୍ଧା ଉଭୟ ଆସନରେ ବିଜେଡି ଆଗରେ ରହିଥିବା ବିଜେପି ତା’ ପଛରେ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଏମାନଙ୍କ ପଛରେ ରହିଛି।

ସାଢ଼େ ୧୨ଟା ସୁଦ୍ଧା ୧୪ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବାବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ଆସନରେ ଆଗରେ ନାହିଁ।

ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୦୧ଟି ଆସରେ ଆଗୁଆ ଚାଲିଥିବା ବେଳେ ବିଜେପି ୨୯ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୩ଟି ଆସନ ଆଗରେ ରହିଛି।



from Odisha Reporter http://bit.ly/30AfEGN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages