ମୋଦି ଓ ଶାହଙ୍କ ଲିଡ୍‌ ବଢ଼ୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ମୋଦି ଓ ଶାହଙ୍କ ଲିଡ୍‌ ବଢ଼ୁଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ନିଜ ଆସନରେ ବିଜୟୀ ହେବା ଏକ ପ୍ରକାରର ସୁନିଶ୍ଚିତ ହୋଇଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ମୋଦି ତାଙ୍କ ବାରାଣସୀ ଆସନରୁ ପ୍ରାୟ ୨୦ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି।

ଏଠାରେ କଂଗ୍ରେସ ଅଜିତ ରାୟଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ମୋଦିଙ୍କ ଆଗରେ ସେ ରେସ୍‌କୁ ଆସି ପାରି ନାହାନ୍ତି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ୍‌ ଗାନ୍ଧି ନଗରରୁ ପ୍ରାର୍ଥୀ ହୋଇଥିଲେ।

ଏଠାରେ ଶାହ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଠାରୁ ୫୦ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି। ୨୦୧୪ରେ ବିଜେପି ଗାନ୍ଧି ନଗର ଆସନରୁ ଦଳର ବରିଷ୍ଠ ନେତା ଏଲକେ ଆଡଭାନୀଙ୍କୁ ପ୍ରାର୍ଥୀ କରିଥିଲା।
ଏନ୍‌ଡିଏ ୩୨୮ଟି ଆସନରେ ଲିଡ୍‌ କରୁଥିବା ବେଳେ ଏକାକୀ ବିଜେପି ୨୭୨ଟି ସିଟ୍‌ରେ ଆଗରେ ରହିଛି।



from Odisha Reporter http://bit.ly/2EsH6Nh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages