ଟପ୍‌ ସଂସ୍ଥା ମାନଙ୍କର ଏକଜିଟ୍‌ ପୋଲ୍‌ ରେଜଲ୍ଟ ସଂକ୍ଷେପରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଟପ୍‌ ସଂସ୍ଥା ମାନଙ୍କର ଏକଜିଟ୍‌ ପୋଲ୍‌ ରେଜଲ୍ଟ ସଂକ୍ଷେପରେ

ନୂଆଦିଲ୍ଲୀ: ଆଜି ଦେଶର ଏକାଧିକ ସଂସ୍ଥା ଓ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ସବୁ ସର୍ଭେ ରିପୋର୍ଟରେ ଏନ୍‌ଡିଏ ୩୦୦ରୁ ଅଧିକ ଆସନ ସହ ବାଜିମାତ କରିବ, ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଟପ୍‌ ସର୍ଭେ ସଂସ୍ଥାଙ୍କ ଏକଜିଟ୍‌ ପୋଲ୍‌ ଟିପୋର୍ଟ

 

ଲୋକସଭା ନିର୍ବାଚନ(ଏକଜିଟ୍‌ ପୋଲ୍‌)
ନ୍ୟୁଜ-୧୮: ଏନ୍‌ଡିଏ-୩୩୬, ୟୁପିଏ-୮୨, ଅନ୍ୟାନ୍ୟ-୧୨୪

ଇଣ୍ଡିଆ ଟୁଡେ: ଏନ୍‌ଡିଏ-୩୩୯ରୁ ୩୬୫, ୟୁପିଏ-୭୭-୧୦୮, ଅନ୍ୟାନ୍ୟ-୬୯-୯୫

ଏବିପି-ଏନ୍‌ଡିଏ-୨୭୭, ୟୁପିଏ-୧୩୦, ଅନ୍ୟାନ୍ୟ-୧୩୫

ଟାଇମ୍ସ ନାଓ-ଭିଏମଆର-ଏନ୍‌ଡିଏ-୩୦୬, ୟୁପିଏ-୧୩୨,ମହାଗଠବନ୍ଧନ-୨୦, ଅନ୍ୟାନ୍ୟ-୦୦

ରିପବ୍ଲିକ-ସିଭୋଟର୍‌-ଏନ୍‌ଡିଏ-୨୮୭, ୟୁପିଏ-୧୨୮, ମହାଗଠବନ୍ଧନ-୪୦, ଅନ୍ୟାନ୍ୟ-୦୦

ପୋଲ ଅଫ ପୋଲ-ଏନ୍‌ଡିଏ-୩୧୭, ୟୁପିଏ-୧୧୦, ଅନ୍ୟାନ୍ୟ ୧୧୫

ନ୍ୟୁଜ୍‌-ଏକ୍ସ-ଏନ୍‌ଡିଏ-୨୪୨, ୟୁପିଏ-୧୬୪ ଓ ଅନ୍ୟାନ୍ୟ-୧୩୬

ନ୍ୟୁଜ୍‌ ନେସନ୍‌-ଏନ୍‌ଡିଏ-୨୮୬, ୟୁପିଏ-୧୨୨ ଓ ଅନ୍ୟାନ୍ୟ-୧୩୪

ଟୁଡେସ୍‌ ଚାଣକ୍ୟ-ଏନ୍‌ଡିଏ-୩୫୦(ବିଜେପି-୩୦୦), ୟୁପିଏ-୯୫(କଂଗ୍ରେସ-୯୦) ଓ ଅନ୍ୟାନ୍ୟ-୯୭

ଓଡ଼ିଶା(ଲୋକସଭା)

ଇଣ୍ଡିଆ ଟୁଡେ: ବିଜେପି-୧୫ରୁ ୧୯, ବିଜେଡି-୨ରୁ୬ ଓ କଂଗ୍ରେସ-୦ରୁ୧

ଟାଇମ୍ସ ନାଓ-ଭିଏମଆର: ବିଜେଡି: ୮, ବିଜେପି: ୧୨, କଂଗ୍ରେସ: ୧

ଏବିପି: ବିଜେଡି-୧୨, ବିଜେପି-୯ ଓ କଂଗ୍ରେସ-୦୦

ସି-ଭୋଟର୍‌: ବିଜେଡି-୧୧, ବିଜେପି-୧୦,କଂଗ୍ରେସ-୦

ଜନ୍‌ କୀ ବାତ୍‌: ବିଜେଡି-୮, ବିଜେପି-୧୨,କଂଗ୍ରେସ-୦

ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ-ବିଜେପି-୬, ବିଜେଡି-୧୫ ଓ ଅନ୍ୟାନ୍ୟ-୦

ଏନ୍‌ଡି ଟିଭି: ବିଜେପି-୧୦, ବିଜେଡି-୧୦ ଓ କଂଗ୍ରେସ-୦୦

ଟୁଡେସ୍‌ ଚାଣକ୍ୟ: ବିଜେପି ୧୪, ବିଜେଡି-୭, କଂଗ୍ରେସ-୦୦



from Odisha Reporter http://bit.ly/2LQORmi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages