ଚାରୋଟି ଦୋକାନରେ କଳାକନା ବୁଲାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 22, 2019

ଚାରୋଟି ଦୋକାନରେ କଳାକନା ବୁଲାଇ ଦେଲେ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଗତକାଲି ରାତିରେ ୪ଟି ଦୋକାନରୁ  ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଦୁବୃର୍ତ୍ତମାନେ ଏକ ତେଜରାତି ଦୋକାନ ସହିତ ବିୟୁଟି ପାର୍ଲର, ଗ୍ୟାରେଜ୍‌ ଓ ପାନ ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଗୋପାଳପୁର ବଜାରରେ ବାରମ୍ୱାର ସିରିଜ୍‌ ଚୋରି ହେଉଥିଲେ ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଜଣେ ବ୍ୟବସାୟୀ କହିଛନ୍ତି,“ଗୋପାଳପୁର ବଜାରରେ ମୋର ଏକ ବିୟୁଟି ପାର୍ଲର ଅଛି। ଏଇ ୧୫ ଦିନ ତଳେ ମୋ ଦୋକାନରୁ ୪୦ ହଜାର ଟଙ୍କା ଚୋରି ହୋଇଥିଲା। କାଲି ପୁଣି ଚୋରି ହୋଇଛି। ଏହା ସହିତ ଚୋରମାନେ ଅନେକ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି।”



from Odisha Reporter http://bit.ly/2KwBM0b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages