ବଜ୍ରପାତରେ ଦୁଇ ଯାଆ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 2, 2019

ବଜ୍ରପାତରେ ଦୁଇ ଯାଆ ମୃତ

ନାରାୟଣପାଟଣା (ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): କୋରାପୁଟ ଜିଲ୍ଲା ଲଙ୍ଗଳବେଡ଼ା ପଞ୍ଚାୟତର ଚିନାକିମିଡ଼ିଭଦ୍ରା ଗାଁରେ ବଜ୍ରପାତରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ସଂପର୍କରେ ଏ ଦୁଇ ଜଣ ଯାଆ ହେବେ। ସେମାନେ ହେଲେ ରାଧା (୨୫) ଓ ସୁନୀତା।

ଏହି ଘଟଣାରେ ଏକ ତିନି ମାସର ଶିଶୁପୁତ୍ର ସହିତ ଆଉ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

ଏମାନେ ସମସ୍ତେ ଗତକାଲି  ସନ୍ଧ୍ୟାରେ  ଚାଷ ଜମିରୁ  କାମ ସାରି  ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ  ରାଧା ଓ ସୁନୀତାଙ୍କ ମୃତ୍ୟୁ ଘଟିଥିଲା।

ଏହି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଗୁରୁତର ମାନଙ୍କୁ ପାର୍ବତୀପୁରମ୍‌ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।



from Odisha Reporter http://bit.ly/2HPLQhX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages