ଚାର୍ଜରେ ବସାଉଥିବା ବେଳେ ଫାଟିଗଲା ମୋବାଇଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ଚାର୍ଜରେ ବସାଉଥିବା ବେଳେ ଫାଟିଗଲା ମୋବାଇଲ୍‌

ଉମରକୋଟ ( କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗା ବ୍ଳକ୍ ଅନ୍ତର୍ଗତ ପାଲିଆ ପଞ୍ଚାୟତର ବଡ଼ପାଲିଆ ଗାଁରେ ମୋବାଇଲ୍ ଫାଟି ଯିବାରୁ ଜଣେ ନାବାଳକ ଆହତ ହୋଇଛନ୍ତି। ତାଙ୍କ ନାଁ ଲଛମନ ଭୁଞ୍ଜିଆ (୧୬)।

ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ, ମୁହଁ ଓ ପେଟରେ ଆଘାତ ଲାଗିଛି।

ଗତକାଲି ଲଛମନଙ୍କ ଗାଁ ବଡ଼ପାଲିଆରେ ଲାଇନ୍ ନଥିଲା। ସେଥିପାଇଁ ସେ ନିଜ ମୋବାଇଲ୍‌କୁ ସୋଲାର ବିଦ୍ୟୁତ୍‌ରେ ଚାର୍ଜ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏହି ଘଟଣା ଘଟିଥିଲା।



from Odisha Reporter http://bit.ly/2WnpLjP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages