କେବଳ ଫ୍ୟାଶନ୍‌ ନୁହେଁ, ଶରୀରକୁ ମଧ୍ୟ ଫାଇଦା ଦେଇଥାଏ କାନର ଛିଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 27, 2019

କେବଳ ଫ୍ୟାଶନ୍‌ ନୁହେଁ, ଶରୀରକୁ ମଧ୍ୟ ଫାଇଦା ଦେଇଥାଏ କାନର ଛିଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାନରେ ଛିଦ୍ର କରି କାନଫୁଲ ଲଗାଇବା ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସିଛି। ପୁରଣା ଯୁଗରେ କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ କାନରେ ଛିଦ୍ର କରି କାନଫୁଲ ପିନ୍ଧୁଥିଲେ। କ’ଣ ଆପଣ ଜାଣିଛନ୍ତି କି କାନ ଛିଦ୍ର କରିବା କେବଳ ଫ୍ୟାସନ୍‌ ନୁହେଁ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। କାନ ଫୁଲ ଲଗାଇବା ଦ୍ୱାରା ସୁନ୍ଦର ଦେଖାଯିବା ସହ ଶରୀରକୁ ମଧ୍ୟ ଫାଇଦା ଦେଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ।

ଆର୍ୟୁବେଦ ଅନୁସାରେ କାନର ଭିତର ଯେତିକି ସୁକ୍ଷ୍ମ ହୋଇଥାଏ ବାହାର ଭାଗ ମଧ୍ୟ ସେତିକି ନରମ ହୋଇଥାଏ। ଏହା ଏପରି ଏକ ଅଂଶ ଯାହା ପ୍ରଜନନ ବିଷୟ ସହ ମଧ୍ୟ ସମ୍ବଦ୍ଧିତ ହୋଇଥାଏ। କେବଳ ଏହା ନୁହେଁ ମହିଳାମାନେ କାନରେ ଛିଦ୍ର କରିବା ଦ୍ୱାରା ମହିଳାମାନଙ୍କର ମାସିକ ଋତୁସ୍ରାବ ଠିକ୍‌ ସମୟରେ ହୋଇଥାଏ।

ଯଦି ଛୋଟ ବେଳୁ କାନରେ ଛିଦ୍ର କରାଯାଏ ତାହାଲେ ମସ୍ତିଷ୍କର ବିକାଶ ଶୀଘ୍ର ହୋଇଥାଏ। କାନଫୁଲ ଲଗାଇବା ଜାଗାରେ ଛିଦ୍ର କରିବା ଦ୍ୱାରା ମସ୍ତିଷ୍କ ଅଧିକା କ୍ରିୟାଶୀଳ ହୋଇଥାଏ।

ଏହା ଦ୍ୱାରା ଆଖି ମଧ୍ୟ ଭଲ ରହିଥାଏ। କାନଫୁଲ ଲଗାଇବା ଜାଗାରେ ଛିଦ୍ର କଲେ ଆଖିର କିରଣ ଉପରେ ଭଲ ପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ଆଖିକୁ ଭଲ ଦିଶେ ଏବଂ ଆଖି ସୁସ୍ଥ ରହେ।

କେବଳ ଆଖି ନୁହେଁ ଏହାଦ୍ୱାରା କାନକୁ ଭଲ ଶୁଣା ମଧ୍ୟ ଯାଇଥାଏ। ଏବଂ କାନ ସମ୍ବନ୍ଧୀୟ ସମସ୍ୟା କମ୍‌ ଦେଖାଯାଏ।



from Odisha Reporter https://ift.tt/2JokE9Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages