ମୁମ୍ବାଇ: ଫିଲ୍ମ ଫ୍ରାଇଡେ ରେ ଆଜି ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍ ଫିପଟିନ୍’। ଏଥିରେ ଆୟୁଷ୍ମାନ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ସିରିୟସ୍ ଲୁକ୍ରେ ଦେଖିବାକୁ ମିଳୁଛି। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ତିଆରି ହୋଇଛି ଏହି ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମ।
Review: #Article15
Blunt, Raw & Courageous👍A slow burner which grows on you as the reality unfolds. Behind the smart subject, nuanced cinematography & sharp dialogues of wit & humor, lies the bold statement on horrors of caste divide which is still prevalent in current times.
— NJ 🌟💥 (@Nilzrav) June 28, 2019
In all, Dir @AnubhavSinha offers a film that fights the game of power, money, mind-sets & tackles an important social evil in the finest way. A subtle film with a LOUD BANG on the deaf ears of our casteist society. Rating: 3.5/5⭐⭐⭐⚡(Well-crafted & Watchable) #Article15Review pic.twitter.com/E4BZPRIyQQ
— NJ 🌟💥 (@Nilzrav) June 28, 2019
ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦରଙ୍କ ପ୍ରତିମୂର୍ତ୍ତିର ଏକ ଝଲକରୁ ଆରମ୍ଭ ହୋଇଥିବା ଫିଲ୍ମର ଟିଜରରେ ରାଜନୈତିକ ବିବାଦ ଓ ଗୋଷ୍ଠୀ ସଂଘର୍ଷର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସତ ଘଟଣାବଳୀ ଉପରେ ଆଧାରିତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଇଶା ତଲଓ୍ୱାର୍ ଓ ସୟାନୀ ଗୁପ୍ତା ମଧ୍ୟ ନଜର ଆସିଛନ୍ତି। ଅନୁଭବ ସିହ୍ନା ଅହି ଫିଲ୍ମର ନିର୍ଦ୍ଦେଶିନା ଦେଇଛନ୍ତି।
#OneWordReview…#Article15 : O-U-T-S-T-A-N-D-I-N-G.
It's a MegaSuparHit.
Ayushman Nailed it again, His performance Unbelievable. Manoj isha sayani all are brilliant. Anubhav Sinha is amazing Director. Well-knit screenplay keeps you hooked.. #Article15Review— Rohan (@SarcasticRohan) June 27, 2019
Let's be Indians, Firstly & lastly
I support #Article15#Article15ReviewGood job @anubhavsinha @ayushmannk https://t.co/SnXnQBTPwJ pic.twitter.com/IB2ec4qjzY
— Ashok Solanki (@Ashok_Solanki16) June 27, 2019
ତେବେ ବଲିଉଡ ସେଲେବ୍ରିଟି ଓ ଦର୍ଶକ ଫିଲ୍ମଟିକୁ ୩.୫ ରେଟିଂ ଦେଇଛନ୍ତି। କିଛି ଦର୍ଶକ ଫିଲ୍ମ ଓ ଆୟୁଷ୍ମାନଙ୍କ ଅଭିନୟର ପ୍ରଶଂସା କରି ଏହା ବ୍ଲକବଷ୍ଟର ହେବ ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଫିଲ୍ମରେ ହିନ୍ଦୁ ଧର୍ମକୁ ବଦନାମ କରାଯାଇଛି ଓ ସରକାରଙ୍କୁ ଏହି ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବା ଆବଶ୍ୟକ।
#Article15Review this movie is not the expression of freedom but it is sadist thinking of producer..! This movie has crossed all the limits to defame Hinduism at any cost..! Government should ban this movie .!
Come unite and fight for your sanatan culture..!🙏🏻
— Priyanka (@Priyankagaur121) June 27, 2019
from Odisha Reporter https://ift.tt/31VaJ3W
No comments:
Post a Comment