ଆଜିଠୁ ଯୁକ୍ତ ୨ ଆଡମିସନ, ଜାଣନ୍ତୁ ଆବେଦନର ଶେଷ ତାରିଖ କେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 5, 2019

ଆଜିଠୁ ଯୁକ୍ତ ୨ ଆଡମିସନ, ଜାଣନ୍ତୁ ଆବେଦନର ଶେଷ ତାରିଖ କେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଯୁକ୍ତ ୨ ଆଡମିସନ ପ୍ରକ୍ରିୟା ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ଜୁନ୍ ୨୦ ରହିଛି । ଅଫ୍‌ଲାଇନ୍ ଜରିଆରେ ଆବେଦନର ଶେଷ ତାରିଖ ଜୁନ୍ ୨୧ ରହିଛି । ଜୁନ୍ ୨୬ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁନ୍ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ ଆଡମିସନ୍ ପ୍ରକ୍ରିୟା ଚାଲିବ । ଜୁଲାଇ ୮ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ। ଏହି ତାଲିକାରେ ସ୍ଥାନ ପାଇଥିବା

ଛାତ୍ରଛାତ୍ରୀ ଜୁଲାଇ ୯ରୁ ୧୧ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖାଇ ପାରିବେ। ଜୁଲାଇ ୨୦ରୁ ୨୨ ମଧ୍ୟରେ ସ୍ପଟ୍ ଆଡମିସନ କରାଯିବା ପରେ ଜୁଲାଇ ୨୪ରୁ କ୍ଲାସ ଆରମ୍ଭ ହେବ।  ଏବର୍ଷ ମୋଟ ୩ ଲକ୍ଷ ୯୭ ହଜାର ୧୨୫ ଜଣ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । A1 ଗ୍ରେଡରେ ୧ ହଜାର ୧୮୧, A2ରେ ୯ହଜାର ୯୩୮ ଓ  B1ରେ ୨୪ ହଜାର ୯୯୧ ଉତ୍ତୀର୍ଣ୍ଣ ହୋଇଛନ୍ତି।



from Odisha Reporter http://bit.ly/2wHpGIk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages