ୱାଇନାଡ ଯିବେ ରାହୁଲ ଗାନ୍ଧି, ଭୋଟରଙ୍କୁ ଜଣାଇବେ ଧନ୍ୟବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 1, 2019

ୱାଇନାଡ ଯିବେ ରାହୁଲ ଗାନ୍ଧି, ଭୋଟରଙ୍କୁ ଜଣାଇବେ ଧନ୍ୟବାଦ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ର କେରଳର ୱାଇନାଡକୁ ଯିବେ। ଚଳିତ ମାସ ୭ ଓ ୮ ତାରିଖରେ ରାହୁଲ ଗାନ୍ଧି ୱାଇନାଡ ଯିବେ ବୋଲି ରାହୁଲଙ୍କ ୱାଇନାଡ କାର୍ଯ୍ୟାଳୟ ସୂଚନା ଦେଇଛି।
ଏହି ଦୁଇ ଦିନିଆ ଗସ୍ତ ବେଳେ ରାହୁଲ ନିଜ ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଇ ଭୋଟରଙ୍କୁ ଧନ୍ୟବାଦ ଜଣାଇବେ ବୋଲି ସୂଚନା ରହିଛି। ରାହୁଲ ଚଳିତଥର ୟୁପିର ଆମେଠି ଲୋକସଭା ଆସନ ସହିତ କେରଳର ଓ୍ୱାଇନାଡରୁ ନିର୍ବାଚନ ଲଢ଼ିଥିଲେ। ଆମେଠିରୁ ରାହୁଲ ଗାନ୍ଧି ବିଜେପି ପ୍ରାର୍ଥୀ ସ୍ମତି ଇରାନୀଙ୍କ ପାଖରୁ ହାରିଥିବା ବେଳେ ଓ୍ୱାଇନାଡରେ ରେକର୍ଡ ସଂଖ୍ୟକ  ୪, ୩୧, ୭୭୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।


from Odisha Reporter http://bit.ly/2JXItIr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages