ଅମିନଙ୍କ ଘରେ ଭିଜିଲାନ୍ସ ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 6, 2019

ଅମିନଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଏବଂ ବାରିପଦା ଭିଜିଲାନ୍ସର ଦୁଇଟି ୟୁନିଟ୍‌ ଏହି ଚଢ଼ଉ କରିଛି। ବେତନଟୀରେ ଥିବା ତାଙ୍କର ଦୁଇ ମହଲା ଘର, ବାରିହାପାଳ ସ୍ଥିତ ତିନି ମହଲା କୋଠା, ସିମଳାମୁଣ୍ଡୁଳିରେ ଥିବା ପୈତୃକ ଘର ଏବଂ ଅଫିସ୍‌ରେ ଏକ ସଙ୍ଗେ ଏହି ଚଢ଼ଉ ହୋଇଛି।

ତେବେ ସୁମନ୍ତଙ୍କ କେତେ ସମ୍ପତ୍ତି ଅଛି, ତାହା ଜଣାପଡ଼ିନି। ସବୁ ହିସାବ କରାଯିବା ପରେ ତାଙ୍କର କେତେ ସମ୍ପତ୍ତି ରହିଛି, ତାହା ଜଣାପଡ଼ିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2ZcL18K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages