ପ୍ରତିନିଧି ନିଯୁକ୍ତ କଲେ ସାଂସଦ ସନ୍ନି ଦେଓଲ, କଂଗ୍ରେସର ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

ପ୍ରତିନିଧି ନିଯୁକ୍ତ କଲେ ସାଂସଦ ସନ୍ନି ଦେଓଲ, କଂଗ୍ରେସର ସମାଲୋଚନା

ଗୁରୁଦାସପୁର: ବଲିଉଡ ଅଭିନେତା ତଥା ପଞ୍ଜାବ ଗୁରୁଦାସପୁର ସାଂସଦ ସନ୍ନି ଦେଓଲ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରତିନିଧି ନିଯୁକ୍ତ କରିଛନ୍ତି। ତାଙ୍କ ନାମ ଗୁରୁପ୍ରିତ ସିଂହ ପଲହେରୀ। ପେଶାରେ ସେ ଜଣେ ଲେଖକ।

ତେବେ ସାଂସଦ ସନ୍ନି ଦେଓଲଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଗୁରୁଦାସପୁର ବାସୀ ସାଂସଦଙ୍କୁ ନିର୍ବାଚିତ କରିଥିଲେ, ତାଙ୍କ ପ୍ରତିନିଧିଙ୍କୁ ନୁହେଁ ବୋଲି କହିଛି କଂଗ୍ରେସ। ସାଂସଦଙ୍କ ଏପରି ନିଷ୍ପତ୍ତି ଗୁରୁଦାସପୁର ବାସୀଙ୍କ ପାଇଁ ଧୋକ୍କା ବୋଲି କଂଗ୍ରେସ କହିଛି।



from Odisha Reporter https://ift.tt/2ROijsk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages