ମୋବାଇଲ, ଚେନ ଝାମ୍ପୁଥିଲେ, ଗଛରେ ବାନ୍ଧିଦେଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ମୋବାଇଲ, ଚେନ ଝାମ୍ପୁଥିଲେ, ଗଛରେ ବାନ୍ଧିଦେଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର)ନାବାଳକ ଚୋରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନିଳିକଣା ଗ୍ରାମରେ ରାତି ଅଧରେ ଚୋରି କରୁଥିବା ବେଳେ ଚୋରକୁ ଧରି ଗଛରେ ବାନ୍ଧି ଦେଲେ ଗ୍ରାମବାସୀ।  ଏହି  ଚୋର ମାନେ ଝରକା ବାଟେ ମୋବାଇଲ, ସୁନା ଚେନ ଆଦି ଝାମ୍ପି ନେଇ ଯାଉଥିଲେ।

ଏ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ବେଳେ ଗାଁ ଲୋକ ମାନେ ଜଗି ଜଣକୁ ଧରି ଥିଲେ । ତାଙ୍କୁ ପଚରା ଉଚରା କଲା ପରେ ଏହି ଗ୍ୟାଙ୍ଗରେ ଆଉ ୩ ଜଣ ନାବାଳକ ପିଲା ଥିବା ଜଣା ପଡିଥିଲା ।  ଆଖ ପାଖ ଗାଁ ର ଲୋକ ମାନେ ସମସ୍ତ ୪ ଜଣଙ୍କୁ କାବୁ କରି ଗଛରେ ବାନ୍ଧି ଦେଇ ପୁଲିସ କୁ ଖବର ଦେଇଥିଲେ।  ପୁଲିସ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରି ଗିରଫ କରିଥିଲା



from Odisha Reporter https://ift.tt/2LLYotd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages