ଜଳିଗଲା ଦିଆସିଲି ବୋଝେଇ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 17, 2019

ଜଳିଗଲା ଦିଆସିଲି ବୋଝେଇ ଟ୍ରକ୍‌

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଏକ ଦଶ ଚକିଆ ଦିଆସିଲି ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ହେଲେ ଟ୍ରକ୍‌ ଡ୍ରାଇଭର ଏବଂ ହେଲପର୍‌ ସୁରକ୍ଷିତ ଅଛନ୍ତି।

ତେବେ ଟ୍ରକ୍‌ରେ ନିଆଁ ଲାଗିଯାଇଥିବା ଜାଣିପାରି ଡ୍ରାଇଭର ଏନ୍‌ଏଚ୍‌ କଡ଼ରେ ଗାଡ଼ି ରଖି ଦେଇଥିଲେ। ରାତିରେ ପାଟ୍ରୋଲିଂ କରୁଥିବା ଭଣ୍ଡାରିପୋଖରୀ ପୁଲିସ୍‌ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ଟ୍ରକ୍‌ଟି ତାମିଲନାଡୁରୁ କୋଲକତା ଯାଉଥିଲା।

 



from Odisha Reporter https://ift.tt/2NZfrLb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages