କେଶ ରଙ୍ଗ କରିବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ ବିଷୟରେ, ଲାଗିବେ ଷ୍ଟାଇଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 2, 2019

କେଶ ରଙ୍ଗ କରିବା ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ ବିଷୟରେ, ଲାଗିବେ ଷ୍ଟାଇଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଶକୁ ଆର୍ଟିଫିସିଆଲ୍‌ ରଙ୍ଗ କରିବା ଦ୍ୱାରା କେଶ ଖରାପ ହୋଇଯାଏ ବୋଲି ଆମ ମନରେ ଧାରଣା ରହିଛି। ଏହାସତ୍ତ୍ୱେ  କେଶକୁ ରଙ୍ଗ କରିବାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଟ୍ରେଣ୍ଡ୍‌ ଚାଲିଛି। ଏହା ଆପଣଙ୍କୁ  ଷ୍ଟାଇଲିସ୍‌ ସହ ନୂଆ ଲୁକ୍‌ ବି ଦେଇଥାଏ।

ଆପଣ ଯଦି କେଶ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି, ହେଲେ ଏଥିଯୋଗୁ କାଳେ କେଶ ଖରାପ ହୋଇଯିବ ବୋଲି ଡରୁଛନ୍ତି ତାହାଲେ ଆପଣଙ୍କୁ କିଛି ଟିପ୍ସ ଦେବୁ। ଯାହାକୁ ବ୍ୟବହାର କରି କେଶ ଖରାପ ହେବାରୁ ରକ୍ଷା ପାଇବା ସହ ଷ୍ଟାଇଲିସ୍‌ ଲୁକ୍‌ ବି ପାଇପାରିବେ।

ଜାଣନ୍ତୁ କେଶ ରଙ୍ଗ କରିବା ସମୟରେ କେଉଁ ଦିଗ ପ୍ରତି ଦୃଷ୍ଟି ଦେବେ।

ହେୟାର୍‌ କଲର୍‌କୁ ଆପଣ ଅଧିକା ସମୟ କେଶରେ ଲଗାଇ ରଖନ୍ତୁ ନାହିଁ। ଏହା କେଶର ସତେଜତାକୁ ନଷ୍ଟ କରିଥାଏ। ଏଥିପଇଁ କେଶରେ ରଙ୍ଗ ଲଗାଇବାର କିଛି ସମୟ ପରେ ଧୋଇ ଦିଅନ୍ତୁ।

ଆପଣ ଯେଉଁଭଳି ରଙ୍ଗ କରିବାକୁ ଚାହୁଁଛନ୍ତି ସେହିଭଳି ରଙ୍ଗ କରିପାରିବେ। ମୁଖ୍ୟତଃ କେଶରେ ଗୋଲାପି ଏବଂ ଜାମୁକୋଳି ରଙ୍ଗ ଭଲ ଦେଖାଯାଇଥାଏ।

କେଶରେ ରଙ୍ଗ ଲଗାଇଲା ପରେ  ଡ୍ରାୟର୍‌ ଲଗାଇ ଦିଅନ୍ତୁ। ଏହା କରିବାରୁ କେଶରେ ରଙ୍ଗ ଅଧିକା ଦିନ ପର୍ଯ୍ୟନ୍ତ ରହିବ। ଏହା ଦ୍ୱାରା ଆପଣଙ୍କୁ ରଙ୍ଗ ଏକ ଷ୍ଟାଇଲିସ୍‌ ଲୁକ୍‌ ଦେବ।



from Odisha Reporter https://ift.tt/327yUMv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages