ଅଜଣା ଗାଡ଼ି ଧକ୍କାରେ ପରିବା ବେପାରୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 9, 2019

ଅଜଣା ଗାଡ଼ି ଧକ୍କାରେ ପରିବା ବେପାରୀ ମୃତ

ବାଲେଶ୍ୱର (ରଣଜିତ୍ ପାକଳ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗୁଡ଼ୁଦା ଗାଁରେ ଅଜଣା ଗାଡ଼ିରେ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହୃଷିକେଶ ଖଣ୍ଡା।

ଆଜି ଭୋର୍‌ ପ୍ରାୟ ଚାରିଟା ସମୟରେ ହୃଷିକେଶ ବାଇକ୍‌ରେ ପରିବା ନେଇ ବାଲେଶ୍ୱର ନୂଆବଜାର ମାର୍କେଟ ଯାଉଥିଲେ। ଏହି ସମୟରେ ଗୋପୀନାଥ ଛକ ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ହୃଷିକେଶ ନିଜ ଜମିରେ ବାପାଙ୍କ ସହ ପରିବା ଚାଷ କରନ୍ତି। ଏହାସହ ପରିବା ବେପାର କରନ୍ତି।



from Odisha Reporter https://ift.tt/2XYL6Qw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages