୧୧ ବର୍ଷ ପରେ ପୁଣି ସେମିଫାଇନାଲରେ ମୁହାଁମୁହିଁ ହେବେ ବିରାଟ ଓ କେନ୍ ଓ୍ୱିଲିୟମ୍‌ସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

୧୧ ବର୍ଷ ପରେ ପୁଣି ସେମିଫାଇନାଲରେ ମୁହାଁମୁହିଁ ହେବେ ବିରାଟ ଓ କେନ୍ ଓ୍ୱିଲିୟମ୍‌ସନ୍‌

ମାଞ୍ଚେଷ୍ଟର୍‌ : ଆଜି ମାଞ୍ଚେଷ୍ଟର୍‌ରେ ଖେଳାଯିବ ବିଶ୍ୱକପ୍‌ କ୍ରିକେଟର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌। ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ବିରାଟ ବାହିନୀ ବନାମ କେନ୍ ବାହିନୀ। ଲିଗ୍ ପର୍ଯ୍ୟାୟରେ ବର୍ଷା ପାଇଁ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ହୋଇପାରିନଥିଲା। ହେଲେ ସେମିଫାଇନାଲରେ ପୁଣି ଭେଟିବାକୁ ଯାଉଛନ୍ତି ଏହି ଦୁଇ ଦଳ।

ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ ବେଳେ କୋହଲି ଓ କେନ୍ ଓ୍ୱିଲିୟମ୍‌ସନ୍‌ ନିଜ ନିଜ ଟିମ୍‌ର କ୍ୟାପଟେନ ଥିଲେ ଏବଂ ଉଭୟ ଟିମ୍ ସେମିଫାଇନାଲ ଖେଳିଥିଲେ। ଭାରତ ବିଜୟୀ ହୋଇ ଅଣ୍ଡର ନାଇଣ୍ଟିନ୍ ବିଶ୍ୱକପ୍ ମଧ୍ୟ ଜିତିଥିଲା।

୨୦୦୮ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଟିମ୍‌ର ସଦସ୍ୟ ଥିଲେ, ଏଥର ମଧ୍ୟ ସେହି ସଫଳତା ଦୋହରାଇବାକୁ ବିରାଟ କୋହଲି ଲକ୍ଷ୍ୟ ରଖିଛନ୍ତି।



from Odisha Reporter https://ift.tt/2XRpRQQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages