ଆଜି କର୍ଣ୍ଣାଟକାରେ ଆସ୍ଥା ଭୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 21, 2019

ଆଜି କର୍ଣ୍ଣାଟକାରେ ଆସ୍ଥା ଭୋଟ୍‌

ବେଙ୍ଗାଲୁରୁ : ଦୀର୍ଘ ଦିନ ଧରି କ୍ଷମତାକୁ ନେଇ କର୍ଣ୍ଣାଟକାର ଶାସକ ଦଳ (ଜେଡିଏସ-କଂଗ୍ରେସ) ଏବଂ ବିରୋଧୀ (ବିଜେପି) ଦଳ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଆଜି ହେଉଛି ଅନ୍ତିମ ଦିନ। ଆଉ କିଛି ସମୟ ପରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ଓ ତା’ପରେ ଜଣାପଡ଼ିବ ସେ ସରକାରରେ ରହିବେ ନା ନାହିଁ।

ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ କୁମାରସ୍ୱାମୀ ସରକାର ସଙ୍କଟରେ ପଡ଼ିଛନ୍ତି। ଉଭୟ ଜେଡିଏସ-କଂଗ୍ରେସ ମେଣ୍ଟ ଆସ୍ଥା ଭୋଟରେ ବିଜୟୀ ହେବେ ବୋଲି କହୁଥିବା ବେଳେ ବିରୋଧୀ ଦଳରେ ଥିବା ବିଜେପି ମଧ୍ୟ କ୍ଷମତା ଅକ୍ତିଆର କରିବ ବୋଲି ଆଶା ରଖିଛି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି ସୋମବାର ମେଣ୍ଟ ସରକାରର ଶେଷଦିନ।

 



from Odisha Reporter https://ift.tt/2JPeZcU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages