ବିମାନ ବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସିଗଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

ବିମାନ ବନ୍ଦରରେ ଅବତରଣ ବେଳେ ରନଓ୍ୱେରୁ ଖସିଗଲା ବିମାନ

ମୁମ୍ୱାଇ: ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି। ଏହାରି ଭିତରେ ସୋମବାର ବିଳମ୍ୱିତ ରାତ୍ରିରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ସ୍ପାଇସ୍ ଜେଟର ଏକ ବିମାନ। ଜୟପୁରରୁ ମୁମ୍ୱାଇ ଆସିଥିବା ସ୍ପାଇସ୍ ଜେଟ୍ ବିମାନ ମୁମ୍ୱାଇ ବିମାନ ବନ୍ଦରରେ ଅବତରଣ କରିବା ବେଳେ ରନଓ୍ୱେରୁ ବାହାରି ଯାଇଥିଲା।

ତେବେ ପାଇଲଟ୍ ଏହାପରେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ବିମାନରେ ଥିବା ଯାତ୍ରୀ ସୁରକ୍ଷିତ ରହିଛନ୍ତି।
ଏହାପରେ ଲଗାଣ ବର୍ଷା ପାଇଁ ମୁମ୍ୱାଇ ଏୟାରପୋର୍ଟର ମୁଖ୍ୟ ବିମାନ ବନ୍ଦର ବନ୍ଦ କରି ଦିଆଯାଇଛି। ଏହା ପୂର୍ବରୁ ରବିବାର ରାତିରେ ସୁରତ କଷ୍ଟମ ବିମାନ ବନ୍ଦରରେ ମଧ୍ୟ ରନଓ୍ୱେରୁ ବିମାନ ବାହାରି ଯାଇଥିଲା।



from Odisha Reporter https://ift.tt/2XjTWZV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages