ବ୍ରିଫକେଶ ବଦଳରେ ‘ବହି ଖାତା’ ଧରି ଆସିଲେ ଅର୍ଥମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ବ୍ରିଫକେଶ ବଦଳରେ ‘ବହି ଖାତା’ ଧରି ଆସିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମୋଦିଙ୍କ ଦ୍ୱିତୀୟ ସରକାରର ପ୍ରଥମ ବଜେଟ୍। ଏଥିପାଇଁ ସଂସଦକୁ ବ୍ରିଫକେଶ ବଦଳରେ ‘ବହି ଖାତା’ ଧରି ଆସିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲାଲ୍ କପଡ଼ାରେ ସମସ୍ତ ଦସ୍ତାବିଜ୍ ବନ୍ଧା ହୋଇଥିବା ସହିତ ଅଶୋକ ସ୍ତମ୍ଭ ଚିହ୍ନ ରହିଥିଲା। ନିର୍ମଳାଙ୍କ ସହିତ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ।

ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ସୁବ୍ରମଣ୍ୟମ କହିଛନ୍ତି ଯେ ବ୍ରିଫକେଶ ପଶ୍ଚିମ ପରମ୍ପରା ବା ବ୍ରିଟିଶ ଅମଳର ପ୍ରଥା। ପ୍ରତି ଭାରତୀୟ ନିଜ ବ୍ୟବସାୟରେ ବହି ଖାତା ବ୍ୟବହାର କରିଥାନ୍ତି। ତେଣୁ ଚଳିତ ଥର ଏହି ପରମ୍ପରାକୁ ଆପଣା ଯାଇଛି। ଏହା ପୂର୍ବରୁ ଦେଶର ସମସ୍ତ ଅର୍ଥମନ୍ତ୍ରୀ ବ୍ରିଫକେଶ ସହ ସଂସଦକୁ ବଜେଟ ଉପସ୍ଥାପନ କରିବା ପାଇଁ ଆସିଥିଲେ।

 

 

 



from Odisha Reporter https://ift.tt/2Jq5HE6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages